ବନ୍ଦ କରନ୍ତୁ

କିଭଳି ପହଁଞ୍ଚିବେ

ଆକାଶ ପଥ :

ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୫୫କି.ମି.

ରେଳ ଯୋଗେ :

ନିକଟସ୍ଥ ରେଳ ଷ୍ଟେସନ ହେଉଛି ଛତ୍ରପୁର।

ସଡକ ପଥ :

ଭୁବନେଶ୍ଵରରୁ ୧୬ ନମ୍ବର ଜାତୀୟ ରାଜପଥରେ ଛତ୍ରପୁର ହେଉଛି ୧୫୦ କି.ମି. ।