ବନ୍ଦ କରନ୍ତୁ

ଜିଲ୍ଲାପାଳ ମାନଙ୍କ କାର୍ଯ୍ୟକାଳ ତାଲିକା

ଜିଲ୍ଲାପାଳ ଗଞ୍ଜାମ
ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀ ଭା.ପ୍ର.ସେ

ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀ ଭା.ପ୍ର.ସେ

ଯୋଗାଯୋଗ:
ଶ୍ରୀ ପ୍ରେମ ଚନ୍ଦ୍ର ଚୌଧରୀ ଭା.ପ୍ର.ସେ
ଫୋନ : ୦୬୮୧୧-୨୬୩୭୦୦
ଫ୍ଯାକ୍ସ : ୦୬୮୧୧-୨୬୩୩୪୪
ଇ-ମେଲ୍ : dm-ganjam[at]nic.in
ଠିକଣା:
ଜିଲ୍ଲାପାଳଙ୍କ କାର୍ଯାଳୟ ଗଞ୍ଜାମ,
ଛତ୍ରପୁର,
ପିନ୍ କୋଡ୍ – ୭୬୧୦୨୦, ଓଡ଼ିଶା
ଜିଲ୍ଲାପାଳ ମାନଙ୍କ କାର୍ଯ୍ୟକାଳ ତାଲିକା ୧୯୩୬ ମସିହା ପରଠାରୁ
ନାମ ଆରମ୍ଭ ଶେଷ
ଡା. କ୍ରିସନ କୁମାର, ଭା.ପ୍ର.ସେ  ୦୪-୦୫-୨୦୧୧  ୧୫-୦୨-୨୦୧୪
ଡା. ଶଶୀ ଭୂଷଣ ପାଢୀ  ୩୦-୦୪-୨୦୧୧  ୦୩-୦୫-୨୦୧୧
ଭି. କାର୍ତ୍ତିକେୟ ପଣ୍ଡିଆନ,  ଭା.ପ୍ର.ସେ  ୦୯-୦୪-୨୦୦୭  ୨୯-୦୪-୨୦୧୧
ସଞ୍ଜୟ କୁମାର ସିଂ, ଭା.ପ୍ର.ସେ  ୧୫-୦୯-୨୦୦୪  ୦୯-୦୪-୨୦୦୭
ହିମାଂଶୁ  କିରଣ ସାହୁ  ୧୪-୦୯-୨୦୦୪  ୧୫-୦୯-୨୦୦୪
ସଞ୍ଜୀବ କୁମାର ମିଶ୍ର,  ଭା.ପ୍ର.ସେ  ୦୯-୧୨-୨୦୦୧ ୧୪-୦୯-୨୦୦୪
ଶିବ ନାରାୟଣ ମିଶ୍ର  ଓ.ପ୍ର.ସେ (ଆଇ)  ୨୩-୧୧-୨୦୦୧  ୦୮-୧୨-୨୦୦୧
ଜି. ମାଥି ଭାତନନ୍,  ଭା.ପ୍ର.ସେ ୦୫-୦୧-୨୦୦୦  ୨୩-୧୧-୨୦୦୧
ଏସ. କେ. ସତପଥୀ,  ଭା.ପ୍ର.ସେ  ୨୪-୧୨-୧୯୯୬  ୦୫-୦୧-୨୦୦୦
ମକରଦ୍ଵଜ ହୋତା,  ଭା.ପ୍ର.ସେ ୦୬-୦୫-୧୯୯୫ ୨୪-୧୨-୧୯୯୬
ଲକ୍ଷ୍ମୀଧର ଦାସ  ଓ.ପ୍ର.ସେ (ଆଇ) ୩୦-୦୪-୧୯୯୫ ୦୬-୦୫-୧୯୯୫
ଡି. ପଣ୍ଡା,  ଭା.ପ୍ର.ସେ ୨୫-୧୨-୧୯୯୨ ୩୦-୦୪-୧୯୯୫
ଜେ. ପଣ୍ଡା,  ଭା.ପ୍ର.ସେ ୨୩-୦୩-୧୯୯୧ ୨୫-୧୨-୧୯୯୨
ତାରା ଦତ୍ତ,  ଭା.ପ୍ର.ସେ ୩୦-୦୬-୧୯୯୦ ୨୧-୦୩-୧୯୯୧
ୟୁ. ଏନ.  ବେହେରା,  ଭା.ପ୍ର.ସେ ୨୬-୦୮-୧୯୮୯ ୨୯-୦୬-୧୯୯୦
ରଙ୍ଗଲାଲ ଜାମୁଡା,  ଭା.ପ୍ର.ସେ ୧୦-୦୨-୧୯୮୮ ୨୬-୦୮-୧୯୮୯
ଅରବିନ୍ଦ ବେହେରା,  ଭା.ପ୍ର.ସେ ୧୭-୦୭-୧୯୮୭ ୧୦-୦୨-୧୯୮୮
ପି. ଏନ.  ସତପଥୀ,   ଓ.ପ୍ର.ସେ (ଆଇ) ୧୬-୦୭-୧୯୮୭ ୧୭-୦୭-୧୯୮୭
ଆର. ଏନ. ମହାନ୍ତି,  ଭା.ପ୍ର.ସେ ୧୩-୦୨-୧୯୮୬ ୧୫-୦୭-୧୯୮୭
ପି. କେ. ମହାପାତ୍ର,  ଓ.ପ୍ର.ସେ (ଆଇ) ୦୪-୦୨-୧୯୮୬ ୧୨-୦୨-୧୯୮୬
ଚିନ୍ମୟ ବସୁ,  ଭା.ପ୍ର.ସେ ୨୨-୦୪-୧୯୮୫ ୦୩-୦୨-୧୯୮୬
ଏ. କେ. ଦାସ,  ଭା.ପ୍ର.ସେ ୨୨-୦୬-୧୯୮୩ ୨୧-୦୪-୧୯୮୫
ଆର. ଏନ. ବହିଦାର,  ଭା.ପ୍ର.ସେ ୦୪-୦୭-୧୯୮୨ ୨୧-୦୬-୧୯୮୩
 

ଜି. ବି. ମୁଖର୍ଜି,  ଭା.ପ୍ର.ସେ

୦୨-୧୨-୧୯୮୧ ୦୩-୦୭-୧୯୮୨
ମିସ. ରାଜଲକ୍ଷ୍ମୀ,  ଭା.ପ୍ର.ସେ ୨୧-୦୪-୧୯୮୦ ୦୨-୧୨-୧୯୮୧
ଏ. କେ. ତ୍ରିପାଠୀ,  ଭା.ପ୍ର.ସେ ୦୧-୦୭-୧୯୭୯ ୨୧-୦୪-୧୯୮୦
ଆର. ଏମ. ଦାସ,  ଭା.ପ୍ର.ସେ ୧୬-୧୧-୧୯୭୭ ୩୦-୦୬-୧୯୭୯
ପି. ଏମ. ପଟ୍ଟନାୟକ,  ଓ.ପ୍ର.ସେ (ଆଇ) ୦୧-୧୧-୧୯୭୭ ୧୫-୧୧-୧୯୭୭
ଡି. ପି. ବାଗ୍ଚି,  ଭା.ପ୍ର.ସେ ୧୪-୧୧-୧୯୭୫ ୩୧-୧୦-୧୯୭୭
ଏସ. ବନ୍ଦୋପାଧ୍ୟାୟ,  ଭା.ପ୍ର.ସେ ୧୫-୦୫-୧୯୭୪ ୧୪-୧୧-୧୯୭୫
ଏଫ. ଏ. ମୋସେସ,  ଭା.ପ୍ର.ସେ ୦୨-୦୭-୧୯୭୧ ୧୫-୦୫-୧୯୭୪
ସୋମନାଥ ସୋମ,  ଭା.ପ୍ର.ସେ ୦୧-୦୬-୧୯୭୦ ୦୨-୦୭-୧୯୭୧
ଆର. ସି. ପାତ୍ର,  ଭା.ପ୍ର.ସେ ୦୫-୦୬-୧୯୬୭ ୧୯-୦୫-୧୯୭୦
ବି. ବି. ତ୍ରିପାଠୀ,  ଭା.ପ୍ର.ସେ ୦୩-୦୮-୧୯୬୪ ୦୫-୦୬-୧୯୬୭
ବି. ରାମାଦୋରାଇ,  ଭା.ପ୍ର.ସେ ୦୩-୦୮-୧୯୬୧ ୦୩-୦୮-୧୯୬୪
ସି. ଭେଙ୍କଟରମଣୀ,  ଭା.ପ୍ର.ସେ ୨୫-୦୯-୧୯୫୯ ୦୩-୦୮-୧୯୬୧
ସି. ବି. ଜୈନ,  ଭା.ପ୍ର.ସେ ୨୬-୦୬-୧୯୫୭ ୨୫-୦୯-୧୯୫୯
ହେଚ. କେ. ଘୋଷ,  ଭା.ପ୍ର.ସେ ୧୮-୦୧-୧୯୫୬ ୧୦-୦୫-୧୯୫୭
ଏସ. ଏମ. ହେଚ. ବୁର୍ନୀ,  ଭା.ପ୍ର.ସେ ୦୧-୦୮-୧୯୫୩ ୩୦-୧୨-୧୯୫୫
 

ପି. କେ. ତ୍ରିପାଠୀ,  ଭା.ପ୍ର.ସେ

୦୩-୦୮-୧୯୫୧ ୦୧-୦୮-୧୯୫୩
ଜି. ସି. ଏଲ. ଜୋନେଜା,    ଭା.ପ୍ର.ସେ ୦୧-୧୦-୧୯୫୦ ୦୩-୦୮-୧୯୫୧
ଡା. ଏସ. ଟି. ମେରାନୀ,   ଭା.ପ୍ର.ସେ ୦୧-୦୮-୧୯୫୦ ୦୧-୧୦-୧୯୫୦
ରାଇସାହେବ ଗୋପୀନାଥ ବେହେରା, ବି. ଏ ୧୩-୦୫-୧୯୪୮ ୦୧-୦୮-୧୯୫୦
ରାଇ ବାହାଦୁର ପି. କେ. ଆଚାର୍ଯ୍ୟ, ବି. ଏ. ବି. ଏଲ ୧୭-୦୭-୧୯୪୭ ୧୩-୦୫-୧୯୪୮
ଡି. ୱ. ଏସ. ଇଫି, ଆଇ. ସି. ଏସ ୨୨-୦୪-୧୯୪୭ ୧୭-୦୭-୧୯୪୭
ସି. ଏଲ. ବ୍ରାଇସୋନ,  ଆଇ. ସି. ଏସ ୧୪-୦୭-୧୯୪୫ ୨୨-୦୪-୧୯୪୭
ଜେ. ଆର. ୱର,  ଆଇ. ସି. ଏସ ୦୫-୦୭-୧୯୪୫ ୧୪-୦୭-୧୯୪୫
ଆଇ. ହେଚ. ମେକ ଡୋନାଲ୍ଡ,  ଆଇ. ସି. ଏସ ୦୫-୦୫-୧୯୪୪ ୦୫-୦୭-୧୯୪୫
ଏସ. ଏମ. ହାସାନ,  ଆଇ. ସି. ଏସ ୦୨-୦୭-୧୯୪୩ ୦୫-୦୫-୧୯୪୪
ଆଇ. ହେଚ. ମେକ ଡୋନାଲ୍ଡ,  ଆଇ. ସି. ଏସ ୦୬-୦୬-୧୯୪୩ ୦୨-୦୭-୧୯୪୩
 

ପି. ସି. ପାତ୍ର, ବି. ଏ

୦୫-୦୫-୧୯୪୩ ୦୬-୦୬-୧୯୪୩
ଏନ. ଏସ. ଅରୁଣାଚଳମ,  ଆଇ. ସି. ଏସ ୦୬-୦୩-୧୯୪୦ ୦୫-୦୫-୧୯୪୩
ପି. ପି. ୱର୍ଡ,  ଆଇ. ସି. ଏସ ୨୫-୦୭-୧୯୩୮ ୦୬-୦୩-୧୯୪୦
ସି. ଭି. ରମଣ,  ଆଇ. ସି. ଏସ ୦୮-୦୨-୧୯୩୮ ୨୫-୦୭-୧୯୩୮
ରାଇସାହେବ ଏ. ଆର. ରଥ, ବି. ଏ ୨୬-୧୧-୧୯୩୭ ୦୮-୦୨-୧୯୩୮
ଏମ. କେ. ଭିଲୋଡି,  ଆଇ. ସି. ଏସ ୧୮-୦୩-୧୯୩୭ ୨୬-୧୧-୧୯୩୭
ଇ. ଆର. ଉଡ୍ସ,  ଆଇ. ସି. ଏସ  ୨୫-୦୩-୧୯୩୬  ୧୭-୦୩-୧୯୩୭