ଜିଲ୍ଲା ରୂପରେଖା
ଭୌଗଳିକ କ୍ଷେତ୍ରଫଳ | ୮୦୭୦.୬୦ ବର୍ଗ.କିମି | ବନାଞ୍ଚଳ : | ୩୮୫.୦୦ ବର୍ଗ.କିମି | ୪.୭୭ % |
---|---|---|---|---|
ଲୋକସଂଖ୍ୟା ( ୨୦୧୧ ଜନସଂଖ୍ୟା ତତ୍ତ୍ଵ ) | ମୋଟ : | ୩,୫୨୯,୦୩୧ | ଶତକଡ଼ା % | |
ପୁରୁଷ : | ୧,୭୭୯,୨୧୮ | ୫୦.୪୨ | ||
ମହିଳା : | ୧,୭୪୯,୮୧୩ | ୪୯.୫୮ | ||
ଗ୍ରାମୀଣ : | ୨,୭୬୧,୦୩୦ | ୭୮.୨୪ | ||
ସହର : | ୭୬୮,୦୦୧ | ୨୧.୭୬ | ||
ଅନୁସୂଚିତ ଜାତି : | ୬୮୮,୨୩୫ | ୧୯.୫୦ | ||
ଅନୁସୂଚିତ ଜାତି ପୁରୁଷ : | ୩୪୨,୧୧୧ | ୪୯.୭୧ | ||
ଅନୁସୂଚିତ ଜାତି ମହିଳା : | ୩୪୬,୧୨୪ | ୫୦.୨୯ | ||
ଅନୁସୂଚିତ ଜନଜାତି : | ୧୧୮,୯୨୮ | ୩.୩୭ | ||
ଅନୁସୂଚିତ ଜନଜାତି ପୁରୁଷ : | ୫୯,୧୭୨ | ୪୯.୭୫ | ||
ଅନୁସୂଚିତ ଜନଜାତି ମହିଳା : | ୫୯,୭୫୬ | ୫୦.୨୫ |
ଲୋକସଂଖ୍ୟା ଘନତ୍ଵ : ୪୨୯ ( ବର୍ଗ.କିମି ପ୍ରତି) | ||||
---|---|---|---|---|
ସାକ୍ଷରତା ହାର | ମୋଟ ସାକ୍ଷର : | ୨,୨୧୦,୦୫୦ | ୬୨.୬୨ | |
ସାକ୍ଷର ପୁରୁଷ : | ୧,୨୬୨,୬୫୨ | ୫୭.୧୩ | ||
ସାକ୍ଷର ମହିଳା : | ୯୪୭,୩୯୮ | ୪୨.୮୭ | ||
ମୋଟ ନିରକ୍ଷର: | ୧,୩୧୮,୯୮୧ | ୩୭.୩୮ | ||
ନିରକ୍ଷର ପୁରୁଷ : | ୫୧୬,୫୬୬ | ୩୯.୧୬ | ||
ନିରକ୍ଷର ମହିଳା : | ୮୦୨,୪୧୫ | ୬୦.୮୪ | ||
ମୋଟ ପରିବାର | ପରିବାର : | ୭୫୮,୨୬୭ | ||
ଗ୍ରାମୀଣ ପରିବାର : | ୫୯୬,୦୬୨ | ୭୮.୬୧ | ||
ସହରାଞ୍ଚଳ ପରିବାର : | ୧୬୨,୨୦୫ | ୨୧.୩୯ | ||
ଦାରିଦ୍ର ସୀମାରେଖା ତଳେ ଥିବା ପରିବାର ( ୨୦୦୧ ଜନସଂଖ୍ୟା ତତ୍ତ୍ଵ) : | — | — | ||
ଅନୁସୂଚିତ ଜାତି / ଜନଜାତି ପରିବାର ( ୨୦୦୧ ଜନସଂଖ୍ୟା ତତ୍ତ୍ଵ) : | — | — |