ବନ୍ଦ କରନ୍ତୁ

ପର୍ଯ୍ୟଟନ ସ୍ଥଳ

ଫିଲଟର:
ଋଷିକୁଲ୍ୟା ମୁହାଣ ରେ ଅଲିଭ ରିଡଲେ କଇଁଚ
ଅଲିଭ ରିଡ଼ଲେ କଇଁଚ ଋଷିକୁଲ୍ୟା

ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ବିଲୁପ୍ତପ୍ରାୟ ଅଲିଭ ରିଡଲେ କଇଁଚ ଙ୍କ ସାମୁହିକ ଅଣ୍ଡାଦାନ ନିମନ୍ତେ ପ୍ରଶସ୍ତ ।ଏହି ବିଲୁପ୍ତପ୍ରାୟ ଜାତି ଫେବୃୟାରୀ ମାସର ତୃତୀୟ…

ନିର୍ମଳଝର ଗଞ୍ଜାମ
ନିର୍ମଳଝର – ବିଶୁଦ୍ଧ ଧାରା

ପୁରାତନ ଇତିହାସ ପ୍ରସିଦ୍ଧ ଖଲ୍ଲିକୋଟ ନିକଟସ୍ଥ ନିର୍ମଳଝର ଏକ ସ୍ଵତଃ ନିସୃତ ଅବିରତ ପାର୍ବତ୍ୟଝର ନିଜ ନାମକୁ ଧନ୍ୟ କରୁଥିବା ଏକ ଜଳଧାରା ଅଟେ । ପର୍ବତ…

ତାମ୍ପରା ହ୍ରଦ
ହୁମୁରି ତାମ୍ପରା – ଏକ ମଧୁର ଜଳ ହ୍ରଦ

୫ ନଂ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଗଞ୍ଜାମର ରାଜଧାନୀ ଛତ୍ରପୁର ସହରଠାରୁ ଅନତିଦୂରରେ ଅବସ୍ଥିତ ଏକ ସୁଦୃଶ୍ୟ କ୍ଷୁଦ୍ର ହ୍ରଦ ଯେଉଁଠିକି ଧୀରମୃଦଳ ଢେଉକୁଳରେ ଅହରହ ନିର୍ବାପିତ…

ମହୁରିକାଳୁଆ
ମହୁରିକାଳୁଆ – ଶକ୍ତି ପୀଠ

ବ୍ରହ୍ମପୁର ଠାରୁ ଦକ୍ଷିଣ ଓଡିଶାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ପାର୍ଶ୍ଵରେ ବ୍ରହ୍ମପୁର ଠାରୁ ଅନତି ଦୂରରେ ମହୁରିକାଳୁଆ ପର୍ଯ୍ୟଟନସ୍ଥଳ ଆସେ ଯେତେବେଳେ ସହରାଞ୍ଚଳର ବ୍ୟକ୍ତିମାନେ ନିର୍ମବହୁଳ…

ବୁଦ୍ଧଖୋଲ ଗଞ୍ଜାମ
ବୁଦ୍ଧଖୋଲ – ପଞ୍ଚୁ ମହାଦେବ ମନ୍ଦିର

ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରୁ ତିନି କିଲୋମିଟର ଉତ୍ତରକୁ ଗଲେ ପଡେ ଏକ ଶୋଭାପୁର୍ଣ ସ୍ଥାନ “ବୁଦ୍ଧଖୋଲ” ଯେଉଁଠି ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗିରହିଥାଏ । ପ୍ରାକୃତିକ…

ତପ୍ତପାଣି ଉତ୍ସ୍ନ ପ୍ରସବଣ
ତପ୍ତପାଣି – ଏକ ଉତ୍ସ୍ନ ସ୍ରୋତ

ବ୍ରହ୍ମପୁରରୁ ଦକ୍ଷିଣ ଓଡିଶାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ପାର୍ଶ୍ଵରେ ଚିରସ୍ରୋତା ଗନ୍ଧକ ଔଷଧୀୟ ଜଳ ଉତ୍ସର୍ଜିତ ଉଷ୍ଣ ପ୍ରସ୍ରବଣ ରହିଛି । ଯାହା ନିଜ ନାମର…

ନାରାୟଣୀ ମନ୍ଦିର ପ୍ରସିଦ୍ଧ ଶକ୍ତି ପୀଠ
ନାରାୟଣୀ ଦେବୀ ମନ୍ଦିର

ପ୍ରସିଦ୍ଧ ଭାଲେରୀ ପାହାଡ କୋଳରେ ରହିଥିବା ସୁଦୃଶ୍ୟ ତଥା ବୈଭବଯୁକ୍ତ ନାରାୟଣୀ ପୀଠ ପୂର୍ବଘାଟ ପର୍ବତମାଳାର ଏକ ପ୍ରସିଦ୍ଧ ସ୍ଥଳ ଅଟେ । ଆମ୍ରବୃକ୍ଷରାଜ ବେଷ୍ଟିତ ନିର୍ଝର…

ଭୈରବୀ ଠାରେ ୧୦୮ ମନ୍ଦିର
ଭୈରବୀ ମନ୍ଦିର

ବ୍ରହ୍ମପୁର ଠାରୁ କିଛି ଦୂରରେ ଥିବା ମନ୍ତ୍ରୀଡି ଗ୍ରାମରେ ଆବିର୍ଭୂତ ଦେବୀ ଭୈରବୀଙ୍କ ନାମରେ ପରିଚିତ । ଏହି ସ୍ଥାନଟି ଭୈରବୀ ପୀଠ ନାମରେ ସୁପ୍ରସିଦ୍ଧ ।…

ପଞ୍ଚମା ମନ୍ଦିର ପ୍ରବେଶ ପଥ
ପଞ୍ଚମା – ସିଦ୍ଧି ବିନାୟକ ମନ୍ଦିର

ଏହା ଗଞ୍ଜାମ ର ଏକ କ୍ଷୁଦ୍ରଗ୍ରାମ । ବହୁକାଳରୁ ଏଠାରେ ଅଶ୍ୱତଥ ବୃକ୍ଷ ମଧ୍ୟରୁ ଆବିର୍ଭୂତ ଗଣେଷମୂର୍ତ୍ତି ପୂଜାପାଇ ଆସୁଛନ୍ତି । ଏହି ମନ୍ଦିରର ପ୍ରକୃତ ବୟସ…

Potagada Fort
ପୋତାଗଡ ଦୂର୍ଗ
ଶ୍ରେଣୀ ଐତିହାସିକ

ପୋତାଗଡ ଦୂର୍ଗ ଋଷିକୁଲ୍ୟା ନଦୀ ଓ ବଙ୍ଗୋପସାଗର ର ମୁହାଣ ନିକଟରେ ଅବସ୍ଥିତ । ଏହି ଐତିହାସିକ ଦୂର୍ଗ ଟି ମୁସଲିମ, ଫ୍ରେଞ୍ଚ ଓ ବ୍ରିଟିଶ କାରୁକାର୍ଯ୍ୟ…