ବନ୍ଦ କରନ୍ତୁ

ସ୍ୱାସ୍ଥ୍ୟ

ଉଦ୍ଦେଶ୍ୟ

  • ଭୌଗଳିକ କ୍ଷେତ୍ରଫଳ – ୮୨୦୬ ବର୍ଗ. କିମି
  • ଜନସଂଖ୍ୟା (୨୦୧୧ ଜନଗଣନା ଅନୁସାରେ) – ୩୫,୨୦,୧୫୧( ଓଡ଼ିଶାର ଜନସଂଖ୍ୟା ର ୮.୩୯ଶତକଡ଼ା (%) )
  • ଜନସଂଖ୍ୟା ଘନତ୍ଵ (ବର୍ଗ. କିମି ପ୍ରତି) – ୪୨୯
  • ଲିଙ୍ଗ ଅନୁପାତ – ୯୮୧ ମହିଳା ୧୦୦୦ ପୁରୁଷ ପ୍ରତି

ଗଞ୍ଜାମ ଜିଲ୍ଲାର ସ୍ଵାସ୍ଥ୍ୟ ଭିତ୍ତିଭୂମି

  • ମେଡ଼ିକାଲ୍ କଲେଜ : ୦୧. ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର
  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ୦୧. ସିଟି ହସ୍ପିଟାଲ, ବ୍ରହ୍ମପୁର
  • ଉପଖଣ୍ଡ ଚିକିତ୍ସାଳୟ : ୦୨. ଉପଖଣ୍ଡ ଚିକିତ୍ସାଳୟ – ଛତ୍ରପୁର, ଭଞ୍ଜନଗର
  • ପ୍ରସବୋତ୍ତର କେନ୍ଦ୍ର : ୦୬. ପ୍ରୋସବତ୍ତର କେନ୍ଦ୍ର – (ଆସ୍କା, ଭଞ୍ଜନଗର, ଛତ୍ରପୁର,ସିଟି ହସ୍ପିଟାଲ, ବ୍ରହ୍ମପୁର, ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର, ଖ୍ରୀଷ୍ଟିୟାନ୍ / ଜନାନା ହସ୍ପିଟାଲ
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର : ୩୦. (ନୂତନ ସରକାରୀ ବିଜ୍ଞପ୍ତି ଅନୁସାରେ)
  • ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର : ୮୯. (୮୪ ପୁରୁଣା + ୦୫ ନୂତନ)
  • ଉପକେନ୍ଦ୍ର : ୪୬୦
  • ସରକାରୀ କ୍ଷେତ୍ରୀୟ ଓୌଷାଧାଳୟ : ୦୧. ଆଙ୍କୁଲି, ବ୍ରହ୍ମପୁର
  • ବେସରକାରୀ ଚିକିତ୍ସାଳୟ : ୦୧. ଖ୍ରୀଷ୍ଟିୟାନ୍ / ଜନାନା ହସ୍ପିଟାଲ, ବ୍ରହ୍ମପୁର
  • ସରକାରୀ ହୋମିଓପାଥିକ କଲେଜ୍ : ୦୧. ବ୍ରହ୍ମପୁର ଟାଉନ୍
  • ହୋମିଓପାଥିକ ଓୌଷାଧାଳୟ : ୩୮
  • ସରକାରୀ ଆର୍ୟୁବୈଦିକ କଲେଜ୍ : ୦୧. ଆଙ୍କୁଶପୁର, ବ୍ରହ୍ମପୁର
  • ଆର୍ୟୁବୈଦିକ ଓୌଷାଧାଳୟ : ୪୨
  • ରକ୍ତ ଭଣ୍ଡାର : ୦୨
  • ସ୍ଵୀକୃତି ପ୍ରାପ୍ତ ଓ କାର୍ଯ୍ୟକ୍ଷମ ଅଲଟ୍ରାସାଉଣ୍ଡ୍ କ୍ଲିନିକ : ୩୫. (ସରକାରୀ ୟୁନିଟ୍ ୭, ବେସରକାରୀ ୟୁନିଟ୍ ୨୮)୦୧.୦୭.୨୦୧୨ ତାରିଖ ଅନୁସାରେ

ପ୍ରସବୋତ୍ତର କେନ୍ଦ୍ର

  • ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର
  • ସିଟି ହସ୍ପିଟାଲ, ବ୍ରହ୍ମପୁର
  • ଖ୍ରୀଷ୍ଟିୟାନ୍ / ଜନାନା ହସ୍ପିଟାଲ, ବ୍ରହ୍ମପୁର
  • ଆସ୍କା ହସ୍ପିଟାଲ, ଆସ୍କା
  • ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର
  • ଉପଖଣ୍ଡ ଚିକିତ୍ସାଳୟ, ଭଞ୍ଜନଗର

ଶବ ବ୍ୟବଚ୍ଛେଦ କେନ୍ଦ୍ର

ଗଞ୍ଜାମ ଜିଲ୍ଲାରେ ୪ ଟି ଶବ ବ୍ୟବଚ୍ଛେଦ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ।

  • ଭଞ୍ଜନଗର ଶବ ବ୍ୟବଚ୍ଛେଦ କେନ୍ଦ୍ର
  • ପୁରୁଷୋତ୍ତମପୁର ଶବ ବ୍ୟବଚ୍ଛେଦ କେନ୍ଦ୍ର
  • ଆସ୍କା ଶବ ବ୍ୟବଚ୍ଛେଦ କେନ୍ଦ୍ର
  • ଛତ୍ରପୁର ଶବ ବ୍ୟବଚ୍ଛେଦ କେନ୍ଦ୍ର

ରକ୍ତ ଭଣ୍ଡାର କେନ୍ଦ୍ର

ଗଞ୍ଜାମ ଜିଲ୍ଲାରେ ୨ ଟି ରକ୍ତ ଭଣ୍ଡାର କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ।

  • ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର
  • ଉପଖଣ୍ଡ ଚିକିତ୍ସାଳୟ , ଭଞ୍ଜନଗର.

ପରିସର ଓୌଷଧ ଭଣ୍ଡାର

  • ସିଟି ହସ୍ପିଟାଲ, ବ୍ରହ୍ମପୁର – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପାତ୍ରପୁର – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପୋଲସରା – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଖଲ୍ଲିକୋଟ – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କୋଦଳା – ୦୧
  • ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଭାଟକୁମରଡ଼ା – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବଡ଼ଗଡ଼ – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଭଞ୍ଜନଗର – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବେଲଗୁଣ୍ଠା – ୦୧
  • ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗ୍ୟାଲେରୀ – ୦୧

ଏଡ଼ସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ

  • ଜିଲ୍ଲାରେ ଆଇ.ସି.ଟି.ସି କାର୍ଯ୍ୟକ୍ଷମ – ୨୬
  • ଏ.ଆର୍.ଟି ସେଣ୍ଟର – ୦୧
  • ଟି.ଆଇ. ପ୍ରକଳ୍ପ – ୦୪ (ଅରୁଣା – ୦୨ , ଜନସାଧନା – ୦୧, ଜି.ପି.ଏସ୍.ଏସ୍ – ୦୧)
  • ଏସ୍.ଟି.ଡ଼ି କ୍ଲିନିକ୍ – ୦୨ ସିଟି ହସ୍ପିଟାଲ, ବ୍ରହ୍ମପୁର, ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର
ପ୍ରମୁଖ ସ୍ଵାସ୍ଥ୍ୟ ସଂକେତକ
କ୍ର ସଂ. ସଂକେତକ ଗଞ୍ଜାମ ଓଡ଼ିଶା ମନ୍ତବ୍ୟ
ଶିଶୁ ମୃତ୍ୟୁହାର ୬୧ ୬୨ ଏ.ଏଚ୍.ଏସ୍-୨୦୧୦-୧୧
ନବଜାତ ମୃତ୍ୟୁହାର ୩୮ ୪୦ ଏ.ଏଚ୍.ଏସ୍-୨୦୧୦-୧୧
ପୋଷ୍ଟ ନବଜାତ ମୃତ୍ୟୁହାର ୨୩ ୨୨ ଏ.ଏଚ୍.ଏସ୍-୨୦୧୦-୧୧
ମୃତ୍ୟୁହାର ୫ ବର୍ଷ  ମଧ୍ୟରେ ୩୯ ୮୨ ଏ.ଏଚ୍.ଏସ୍-୨୦୧୦-୧୧
ନିମ୍ନ ଅନୁପାତ ଜନ୍ମ ସମୟରେ ୮୭୨ ୯୦୫ ଏ.ଏଚ୍.ଏସ୍-୨୦୧୦-୧୧
ଅସୋଧିତ ଜନ୍ମହାର ୧୮.୯ ୨୦.୦ ଏ.ଏଚ୍.ଏସ୍-୨୦୧୦-୧୧
ଅସୋଧିତ ମୃତ୍ୟୁହାର ୮.୪ ୮.୩ ଏ.ଏଚ୍.ଏସ୍-୨୦୧୦-୧୧
ସ୍ଵାଭାବିକ ବୃଦ୍ଧି ହାର ୧୦.୬ ୧୧.୬ ଏ.ଏଚ୍.ଏସ୍-୨୦୧୦-୧୧
ଗଞ୍ଜାମ ଜିଲ୍ଲା ଶଯ୍ୟା ସଂଖ୍ୟା (ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ବ୍ୟତିତ)
କ୍ର ସଂ. ସ୍ଵାସ୍ଥ୍ୟ ସଂସ୍ଥାର ନାମ ବର୍ଗ ଅନୁମୋଦିତ କାର୍ଯ୍ୟକ୍ଷମ
ସିଟି ହସ୍ପିଟାଲ, ବ୍ରହ୍ମପୁର ଡ଼ି.ଏଚ୍.ଏଚ୍ ୧୩୭ ୧୩୭
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଆଡ଼ପଡ଼ା ସି.ଏଚ୍.ସି ୧୬ ୧୬
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପାଟପୁର ପି.ଏଚ୍.ସି -ଏନ୍
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପୋଡ଼ାମାରି ପି.ଏଚ୍.ସି -ଏନ୍
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବୋମକାଇ ସି.ଏଚ୍.ସି
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଦିଗପହଣ୍ଡି ସି.ଏଚ୍.ସି ୧୦ ୧୦
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଭୀଷ୍ମଗିରି ପି.ଏଚ୍.ସି -ଏନ୍
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଚିକିଟି ସି.ଏଚ୍.ସି ୩୦ ୩୦
ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗିରିସୋଲା ସି.ଏଚ୍.ସି
୧୦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ନଉପଡ଼ା ପି.ଏଚ୍.ସି -ଏନ୍ ୧୦ ୧୦
୧୧ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କେଳୁଆପଲି ସି.ଏଚ୍.ସି
୧୨ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗୋପାଳପୁର ପି.ଏଚ୍.ସି -ଏନ୍
୧୩ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପାତ୍ରପୁର ସି.ଏଚ୍.ସି ୩୦ ୩୦
୧୪ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ସୁରଙ୍ଗି ପି.ଏଚ୍.ସି -ଏନ୍
୧୫ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କୁକୁଡ଼ାଖଣ୍ଡି ସି.ଏଚ୍.ସି
୧୬ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବାଲିପଡ଼ା ପି.ଏଚ୍.ସି -ଏନ୍
୧୭ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପୋଲସରା ସି.ଏଚ୍.ସି ୮୦ ୮୦
୧୮ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଖଲ୍ଲିକୋଟ ସି.ଏଚ୍.ସି ୩୦ ୩୦
୧୯ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କୋଦଳା ସି.ଏଚ୍.ସି ୩୦ ୩୦
୨୦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ସୁମଣ୍ଡଳ ସି.ଏଚ୍.ସି
୨୧ ଉପଖଣ୍ଡ ଚିକିତ୍ସାଳୟ, ଛତ୍ରପୁର ଏସ୍.ଡ଼ି.ଏଚ୍ ୭୬ ୭୬
୨୨ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ମୁନିଷିପେଣ୍ଠ ସି.ଏଚ୍.ସି ୧୬ ୧୬
୨୩ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଖଣ୍ଡଦେଉଳି ସି.ଏଚ୍.ସି
୨୪ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗଞ୍ଜାମ ପି.ଏଚ୍.ସି -ଏନ୍
୨୫ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଭାଟକୁମୁରଡ଼ା ସି.ଏଚ୍.ସି ୧୬ ୧୬
୨୬ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପୁରୁଷୋତ୍ତମପୁର ସି.ଏଚ୍.ସି ୧୦ ୧୦
୨୭ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବେଲଗାଁ ସି.ଏଚ୍.ସି
୨୮ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ହିଞ୍ଜିଳିକାଟୁ ସି.ଏଚ୍.ସି ୧୦ ୧୦
୨୯ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କବିସୂର୍ଯ୍ୟନଗର ସି.ଏଚ୍.ସି ୧୬ ୧୬
୩୦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବଡ଼ଗଡ଼ ସି.ଏଚ୍.ସି ୩୦ ୩୦
୩୧ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ସୋରଡ଼ା ସି.ଏଚ୍.ସି ୧୦ ୧୦
୩୨ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଶେରଗଡ଼ ସି.ଏଚ୍.ସି ୧୬ ୧୬
୩୩ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ପିତ୍ତଳ ପି.ଏଚ୍.ସି -ଏନ୍ ୧୦ ୧୦
୩୪ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଧରାକୋଟ ସି.ଏଚ୍.ସି ୧୬ ୧୬
୩୫ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଆସ୍କା ସି.ଏଚ୍.ସି ୬୦ ୬୦
୩୬ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବାଲିସିରା ସି.ଏଚ୍.ସି
୩୭ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବୁଗୁଡ଼ା ସି.ଏଚ୍.ସି ୧୬ ୧୬
୩୮ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବାଲିପଦର ପି.ଏଚ୍.ସି -ଏନ୍
୩୯ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଜଗନ୍ନାଥପ୍ରସାଦ ସି.ଏଚ୍.ସି ୧୬ ୧୬
୪୦ ଉପଖଣ୍ଡ ଚିକିତ୍ସାଳୟ, ଭଞ୍ଜନଗର ଏସ୍.ଡ଼ି.ଏଚ୍ ୮୦ ୮୦
୪୧ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗ୍ୟାଲେରୀ ସି.ଏଚ୍.ସି ୩୦ ୩୦
୪୨ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ମୁଜାଗଡ଼ ପି.ଏଚ୍.ସି -ଏନ୍
୪୩ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବେଲଗୁଣ୍ଠା ସି.ଏଚ୍.ସି ୩୦ ୩୦
୪୪ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଗୋବରା ସି.ଏଚ୍.ସି ୧୬ ୧୬
ସମୁଦାୟ ୯୪୯ ୯୪୯

ମୁଖ୍ୟ କାର୍ଯ୍ୟାଳୟର ଠିକଣା :

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ, ପୋ.ଅ.  ଗଞ୍ଜାମ, ପିନ୍ -୭୬୦୦୦୧ ଜିଲ୍ଲା-(ଗଞ୍ଜାମ) ଓଡିଶା ,ଭାରତ

ସ୍ଵାସ୍ଥ୍ୟ ସମ୍ବନ୍ଧରେ କେତେକ ପି.ଡ଼ି.ଏଫ ଫାଇଲ
ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍ ତଥ୍ୟ ଗଞ୍ଜାମ ପି.ଡ଼ି.ଏଫ(୧୮୨ KB)

ଗଞ୍ଜାମ ଜିଲ୍ଲା ର ସ୍ୱାସ୍ଥ୍ୟ ସମ୍ବାଦ ପି.ଡ଼ି.ଏଫ(୧୭୮KB)