ଆମ ଗାଁ ଆମ ବିକାଶ
11/04/2018 - 11/04/2018
ବାବନପୁର ଗ୍ରାମ ପଞ୍ଚାଯତ , ଆସ୍କା , ଗଞ୍ଜାମ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ. ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଭିଡିଓ କନଫରେନସ ମାଧ୍ୟମ ରେ ବାବନପୁର ଗ୍ରାମ ପଞ୍ଚାଯତ , ଆସ୍କା , ଗଞ୍ଜାମ ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ର ଶୁଭାରମ୍ଭ