ବନ୍ଦ କରନ୍ତୁ

ନାରାୟଣୀ ଦେବୀ ମନ୍ଦିର

ନିର୍ଦ୍ଦେଶ

ପ୍ରସିଦ୍ଧ ଭାଲେରୀ ପାହାଡ କୋଳରେ ରହିଥିବା ସୁଦୃଶ୍ୟ ତଥା ବୈଭବଯୁକ୍ତ ନାରାୟଣୀ ପୀଠ ପୂର୍ବଘାଟ ପର୍ବତମାଳାର ଏକ ପ୍ରସିଦ୍ଧ ସ୍ଥଳ ଅଟେ । ଆମ୍ରବୃକ୍ଷରାଜ ବେଷ୍ଟିତ ନିର୍ଝର ଶୋଭିତ ଏଠାକାର ମନୋରମ ଦୃଶ୍ୟ ପ୍ରତିଦିନ ବହୁ ଦର୍ଶକଙ୍କୁ ଆକର୍ଷଣ କରେ । ଷଡଭୁଜା ମା ନାରାୟଣୀଙ୍କ ପବିତ୍ର ପୀଠ ଭକ୍ତମାନଙ୍କ ପାଇଁ ଏକ ଆହ୍ଵାନ । ଵହୁ ବଣଭୋଜି ପାଇଁ ଏକ ଉତ୍ତମ ସ୍ଥାନ ଅଟେ ।

ଫଟୋ ଗ୍ୟାଲେରୀ

  • ନାରାୟଣୀ ମନ୍ଦିର ଦେବୀ ପ୍ରତିମା
  • ନାରାୟଣୀ ମନ୍ଦିର ପ୍ରାଙ୍ଗଣ
  • ନାରାୟଣୀ ମନ୍ଦିର ପ୍ରସିଦ୍ଧ ଶକ୍ତି ପୀଠ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ : ବାଲୁଗାମ

ସଡ଼କ ପଥରେ

ସଡକ ମାର୍ଗରେ ବାଲୁଗାମ ଠାରୁ ୧୫ କି.ମି.