ବନ୍ଦ କରନ୍ତୁ

ନିର୍ମଳଝର – ବିଶୁଦ୍ଧ ଧାରା

ନିର୍ଦ୍ଦେଶ

ପୁରାତନ ଇତିହାସ ପ୍ରସିଦ୍ଧ ଖଲ୍ଲିକୋଟ ନିକଟସ୍ଥ ନିର୍ମଳଝର ଏକ ସ୍ଵତଃ ନିସୃତ ଅବିରତ ପାର୍ବତ୍ୟଝର ନିଜ ନାମକୁ ଧନ୍ୟ କରୁଥିବା ଏକ ଜଳଧାରା ଅଟେ । ପର୍ବତ କନ୍ଦରରୁ ବହିଆସୁଥିବା ଏହି ପବିତ୍ର ଜଳସ୍ରୋତ ବିଭିନ୍ନ ପୁଷ୍କରିଣୀରେ ପୂର୍ଣ ହୁଏ । ଏଥରେ ଅବସ୍ଥିତ ପବିତ୍ର ବିଷ୍ଣୁ ମନ୍ଦିର ଭକ୍ତ ତଥା ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିଥାଏ । ଏହି ସ୍ଥାନ ଖୋଦିତମୂର୍ତ୍ତି, କାରୁକାର୍ଯ୍ୟମୟ ମୂର୍ତ୍ତି ଏଠାକାର କାରୁକଳାର ନିଚ୍ଛକ ନିଦର୍ଶନ ଅଟେ ।

ଫଟୋ ଗ୍ୟାଲେରୀ

  • ଛାତ ଉପରୁ ନିର୍ମଳଝର ମନ୍ଦିର ର ଦୃଶ୍ୟ
  • ମନ୍ଦିର ର ପଥର ଖୋଦିତ ଛାତ
  • ନିର୍ମଳଝର ମନ୍ଦିର ମଣ୍ଡପ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ : ଖଲ୍ଲିକୋଟ

ସଡ଼କ ପଥରେ

ସଡକ ମାର୍ଗରେ ଖଲ୍ଲିକୋଟ ଠାରୁ ୯ କି.ମି.