ବନ୍ଦ କରନ୍ତୁ

ପଞ୍ଚମା – ସିଦ୍ଧି ବିନାୟକ ମନ୍ଦିର

ନିର୍ଦ୍ଦେଶ

ଏହା ଗଞ୍ଜାମ ର ଏକ କ୍ଷୁଦ୍ରଗ୍ରାମ । ବହୁକାଳରୁ ଏଠାରେ ଅଶ୍ୱତଥ ବୃକ୍ଷ ମଧ୍ୟରୁ ଆବିର୍ଭୂତ ଗଣେଷମୂର୍ତ୍ତି ପୂଜାପାଇ ଆସୁଛନ୍ତି । ଏହି ମନ୍ଦିରର ପ୍ରକୃତ ବୟସ ସମ୍ବନ୍ଧିତ କିଛି ଲିଖିତ ପ୍ରମାଣ ନାହିଁ । କେଉଁ ଆବାହମାନ କାଳରୁ ଏହି ମନ୍ଦିରେରେ ଏହି ଗଣେଷମୂର୍ତ୍ତି ପୂଜା ପାଇ ଆସୁଛନ୍ତି । କିମ୍ବଦନ୍ତୀ କହେ ଏହି ବାମାବର୍ତ୍ତୀ ଦନ୍ତ ବିଶିଷ୍ଟ ଗଣେଷ ମୂର୍ତ୍ତି କିଛିମାତ୍ରାରେ ପୂରୀର ଗଜପତି ଶ୍ରୀପୁରୁଷୋତ୍ତମ ଦେବଙ୍କ ସହ ସମ୍ପର୍କିତ । ବିନାୟକ ଚତୁର୍ଥୀ ଅବସରରେ କେବଳ ଓଡ଼ିଶା କାହିଁକି ଓଡ଼ିଶା ବାହାରୁ ମଧ୍ୟ ବହୁ ଭକ୍ତ ଏଠାକୁ ଅସି ଶ୍ରୀବିନାୟକଙ୍କ ପୂଜାର୍ଚ୍ଚନା କରିଥାନ୍ତି । ସେଦିନ ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମେ ।

ଫଟୋ ଗ୍ୟାଲେରୀ

  • ପଞ୍ଚମା ମନ୍ଦିର ପ୍ରବେଶ ପଥ
  • ପଞ୍ଚମା ଗଣେଶ ମୂର୍ତୀ
  • ପଞ୍ଚମା ଗଣେଶ ମନ୍ଦିର

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

ସଡ଼କ ପଥରେ

ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୧୫ କି.ମି.