ବନ୍ଦ କରନ୍ତୁ

ଭୈରବୀ ମନ୍ଦିର

ନିର୍ଦ୍ଦେଶ

ବ୍ରହ୍ମପୁର ଠାରୁ କିଛି ଦୂରରେ ଥିବା ମନ୍ତ୍ରୀଡି ଗ୍ରାମରେ ଆବିର୍ଭୂତ ଦେବୀ ଭୈରବୀଙ୍କ ନାମରେ ପରିଚିତ । ଏହି ସ୍ଥାନଟି ଭୈରବୀ ପୀଠ ନାମରେ ସୁପ୍ରସିଦ୍ଧ । ଏହା ଏକ ପ୍ରସିଦ୍ଧ ଶକ୍ତିପୀଠ । ଓଡିଶାର ବିଭିନ୍ନ ପ୍ରାନ୍ତତଃ ଉତ୍ତର ଆନ୍ଧ୍ରପ୍ରଦେଶରୁ ବହୁ ପର୍ଯ୍ୟଟକ ଏହି ସ୍ଥାନ ପରିଭ୍ରମଣରେ ଆସିଥାନ୍ତି ।

ଫଟୋ ଗ୍ୟାଲେରୀ

  • ଭୈରବୀ ମନ୍ଦିର ମୁଖ୍ୟଦ୍ଵାର
  • ଭୈରବୀ ମନ୍ଦିର
  • ଭୈରବୀ ପ୍ରତିମା

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

ସଡ଼କ ପଥରେ

ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୧୮ କି.ମି. ଦୂରରେ ଜାତୀୟ ରାଜପଥ ନମ୍ବର ୫ ନିକଟରେ ଅବସ୍ଥିତ