ବନ୍ଦ କରନ୍ତୁ

ହୁମୁରି ତାମ୍ପରା – ଏକ ମଧୁର ଜଳ ହ୍ରଦ

ନିର୍ଦ୍ଦେଶ

୫ ନଂ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଗଞ୍ଜାମର ରାଜଧାନୀ ଛତ୍ରପୁର ସହରଠାରୁ ଅନତିଦୂରରେ ଅବସ୍ଥିତ ଏକ ସୁଦୃଶ୍ୟ କ୍ଷୁଦ୍ର ହ୍ରଦ ଯେଉଁଠିକି ଧୀରମୃଦଳ ଢେଉକୁଳରେ ଅହରହ ନିର୍ବାପିତ ହୋଇଥାଏ । ଏହି ତାମ୍ପରା ହ୍ରଦ ଜଳକ୍ରୀଡା ନୌବିହାର ପାଇଁ ଏକ ପ୍ରଶସ୍ତ ସ୍ଥାନ ଏଟେ । ସମୁଦ୍ରକୂଳ ନିକଟସ୍ଥ କାଜୁବଣ ବେଷ୍ଟିତ ବେଳାଭୂମିରେ ଧୀର ପଦପାତରେ ସାନ୍ଧ୍ୟାକାଳୀନ ଭ୍ରମଣ କର୍ମକ୍ଳାନ୍ତ ଜୀବନର ବ୍ୟସ୍ତତା ଦୂର କରିଥାଏ । ଏହି ବଗିଚାରୁ ବାଟ ଆଡ଼େଇ ଗଲେ ଦୁଇ କିଲୋମିଟର ପରେ ପଡ଼େ ବଙ୍ଗୋପସାଗର ବେଳାଭୂମି । ଏହି ଧିରମୃଦୁଳ ଜଳରାଶି ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ବାସ୍ତବିକ ଶାନ୍ତି ପରିବେଶଭରା ତାମ୍ଫରାରେ ଜଳବିହାର ଉପଭୋଗ୍ୟ ଏବଂ ମନୋମୁଗ୍ଧକର ଅଟେ ।

ଫଟୋ ଗ୍ୟାଲେରୀ

  • ତାମ୍ପରା ବୋଟ୍ କ୍ଲବ୍
  • ଅତିଥି ଭବନ ତାମ୍ପରା
  • Boating at Tampara

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ : ଛତ୍ରପୁର

ସଡ଼କ ପଥରେ

ସଡକ ମାର୍ଗରେ ଛତ୍ରପୁର ଠାରୁ ୪ କି.ମି.